Jump to content

ଟ୍ରାପିଜିଅମ

ଉଇକିପିଡ଼ିଆ‌ରୁ
୧୨:୫୭, ୮ ଅକ୍ଟୋବର ୨୦୨୨ ବେଳେ Amherst99 (ଆଲୋଚନା | ଅବଦାନ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)
ଟ୍ରାପିଜିଅମ୍
Trapezoid
Typequadrilateral
Edges and vertices4
Area
Propertiesconvex

ୟୁକ୍ଲିଡୀୟ ଜ୍ୟାମିତି ଅନୁସାରେ, ଏକ ଉତ୍ତଳ ଚତୁର୍ଭୁଜର ଯଦି ଅତିକମରେ ଦୁଇଟି ବାହୁ ସମାନ୍ତର ହୁଅନ୍ତି, ତେବେ ଏହି ଚତୁର୍ଭୁଜକୁ ଟ୍ରାପିଜିଅମ କୁହାଯାଏ । ଆମେରିକୀୟ ଇଂରାଜୀରେ ଏହାକୁ ଟ୍ରାପିଜୋଏଡ (trapezoid) ବ୍ୟବହାର ହେଉଥିବା ବେଳେ ବ୍ରିଟିଶ ଇଂରାଜୀରେ ଟ୍ରାପିଜିଅମ (trapezium) ବ୍ୟବହାର ହୋଇଥାଏ । ଆମେରିକୀୟ ଇଂରାଜୀ ବ୍ୟତୀତ ବିଶ୍ୱର ଅନ୍ୟ ସମସ୍ତ ଇଂରାଜୀରେ ଏହାକୁ ଟ୍ରାପିଜିଅମ କୁହାଯାଏ ।

ନାମକରଣ

[ସମ୍ପାଦନା]

ଗାଣିତିକ ସମାଧାନ

[ସମ୍ପାଦନା]

ବାହାର ଲିଙ୍କ

[ସମ୍ପାଦନା]