Jump to content

ଧକ ନିକିଡ଼ିଯିବା

ଉଇକିଅଭିଧାନ‌ରୁ

ଧକ ନିକିଡ଼ିଯିବା

ଉଚ୍ଚାରଣ

[ସମ୍ପାଦନା]

(ଧଳ ନିକିଲିଯିବା—ଅନ୍ୟରୂପ)

  • (file)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

ପରିଶ୍ରମଆଦି ଜନିତ ଅତ୍ୟନ୍ତ କ୍ଲାନ୍ତି —Being much tired or fatigued.

(ଯଥା—୪ ମାଇଲ ବାଟ ଚାଲି ମୋର ଧକ ନିଗିଡ଼ିଗଲଣି)