Jump to content

ଭଗ୍ନ ସନ୍ଧି

ଉଇକିଅଭିଧାନ‌ରୁ

ଭଗ୍ନ ସନ୍ଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଯାହାର ଦେହର ଗଣ୍ଠି ଭାଙ୍ଗି ଯାଇ— ଅଛି —Having one's joints fractured.

ସଂସ୍କୃତ - ବିଶେଷଣ - (କର୍ମଧା)

[ସମ୍ପାଦନା]

ଗଣ୍ଠି ପାଖରୁ ହାଡ଼ ଭାଙ୍ଗି ଯିବା —Fracture of the bone at the joint.