Jump to content

ସଂଗୀତ ଲହରୀ

ଉଇକିଅଭିଧାନ‌ରୁ

ସଂଗୀତ ଲହରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍)

[ସମ୍ପାଦନା]

ସଂଗୀତର ପ୍ରବାହ; ଲହରୀ ପରି ଉପର୍ଯୁପରି ଧାରାବାହିକରୂପେ ଉଠୁଥିବା ସଂଗୀତର ଉଚ୍ଛ୍ୱାସ — Continuous flow of songs accompanied with music.